ବଡ଼କୁସ୍ଥଳୀ କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

3

ବ୍ରହ୍ମପୁର,୨୬/୦୮(ଡ଼ି.ଏଚ) : କନିସି ତହସିଲ ଅଧିନସ୍ଥ ବଡ଼କୁସ୍ଥଳୀ କାର୍ଯ୍ୟାଳୟ ପରିସରରେ ଆରଆଇଙ୍କ ସମେତ ସମସ୍ତ କର୍ମଚାରୀ ମିଳିତ ଭାବେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମର ମୂଳଲକ୍ଷ ପରିବେଶକୁ ସବୁଜ ସୁନ୍ଦର କରିବା ସହ ବୃକ୍ଷ ହେଉଛି ଆମ ଜୀବନର ପ୍ରକୃତ ବନ୍ଧୁ ସ୍ଲୋଗାନ ଦେଇ ବୃକ୍ଷ ରୋପଣ କରିଥିଲେ ।

ADVERTISEMENT