ଭାରତୀୟ ମଜ଼ଦୂର ସଂଘର ପର୍ଯାବରଣ ଦିବସ ପାଳିତ

3

ବ୍ରହ୍ମପୁର,୩୦/୮(ଡ଼ି.ଏଚ) :ତା- ୨୮/୮ ଦିନଟିକୁ ସମଗ୍ର ଭାରତବର୍ଷରେ ବୃକ୍ଷ ରୋପଣ କରାଯାଉଛି ଏକ ଘଟଣା କ୍ରମରେ ରାଜସ୍ତାନ ରାଜ୍ୟରେ ବୈଷ୍ନ ସିଂ ନେତୃତ୍ୱରେ ଗଛ କଟାକୁ ବିରୋଧ କରି ସହସ୍ରଧିକ ପୁରୁଷ ଓ ନାରୀ ଜୀବନ ଦେଇଥିଲେ ସେହି ମାନଙ୍କ ସ୍ମୃତି ଉଧେଶ୍ୟରେ ବୃକ୍ଷ ରୋପଣ କରାଯାଉଛି ଓଡିଶା କୃଷି ଗ୍ରାମୀଣ ମଜ଼ଦୂର ସଂ ର ଗଂଜାମ ଜ଼ିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ପ୍ରମୋଦ ଚନ୍ଦ୍ର ସାହୁଙ୍କ ନେତୃତ୍ୱ ରେ କୁକୁଡାଖଣ୍ଡି ବ୍ଲକର ଦୁଇଟି ଗ୍ରାମ ଯଥା ଚଣ୍ଡୀପଦର ଓ ଯୋଗିଆ ପଲ୍ଲୀ ଗ୍ରାମରେ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇଥିଲା ଚଣ୍ଡୀ ପଦର ଗ୍ରାମର ନିକି ସାହୁ କାବେରୀ ମହାରଣା ନିକିତା ସାହୁ ମହାଲକ୍ଷ୍ମୀ ନାହାକ ଝୁନୁ ବରାଡ଼ ଚାରା ରୋପଣ କରିଥିଲେ ସନମାନିୟ ଅତିଥି ରୂପେ ଶ୍ରମିକ ନେତା ଶ୍ରୀ ବୃନ୍ଦାବନ ବେହେରା ମଧୁ ସୁଦନ ସାହୁ ବିଶ୍ୱଦେବ ମହାରଣା ଲଲାଟେନ୍ଦୁ ଚୌଧେରୀ ପ୍ରଭୃତି ଯୋଗ ଦେଇ କୃଷି ଶ୍ରମିକ ମାନଂକୁ ଉତ୍ସାହିତ କରିଥିଲେ l ଯୋଗିଆପୋଲି ଗ୍ରାମରେ ଚାରା ରୋପଣ କରାଯାଇଥିଲା ଗ୍ରାମର ମାନ୍ୟ ଗଣ୍ୟ ଚାଷୀ ଶ୍ରୀ ବିଜୟ ମହାପାତ୍ର ହରିହର ସାବତ ଜଗନ୍ନାଥ ପାତ୍ର ରମେଶ ଗୌଡ଼ ପ୍ରଭୁତି ଙ୍କୁ ଶ୍ରୀ ଲିଙ୍ଗରାଜ ସାହୁ ଗଂଜାମ ଗଜପତି ଜ଼ିଲ୍ଲା ପ୍ରଭାରୀ ଯୋଗ ଦେଇ କୃଷି ଶ୍ରମିକ ମାନଂକୁ ଉତ୍ସହିତ କରିଥିଲେ ।

ADVERTISEMENT