ଭାରସାମ୍ୟ ହରେଇ କେନାଲରେ ଟଳିପଡିଲା ଟ୍ରକ ଅଳ୍ପକେ ଭର୍ତ୍ତିଲା ଡ୍ରାଇଭର ଜୀବନ

1

କୁକୁଡାଖଣ୍ଡି,୩/୯(ଡ଼ି.ଏଚ): କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ନିମଖଣ୍ଡି ଠାକୁରବାପା ଆଶ୍ରମ ଠାରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଓଡି 0୭ଏଲ 8061 ନମ୍ବର ଏକ ପଞ୍ଜାବୀ ଟ୍ରକ ଲୋଚାପଡ଼ା ନିମଖଣ୍ଡି ଦେଇ ଜଗଦଳପୁର ଯାଉଥିବା ବେଳେ ଭାରସାମ୍ୟ ହରେଇ କେନାଲରେ ଫସିରହିଥିଲା ଉକ୍ତ ଗାଡିର ଡାଲା କେନାଲରେ ଫସିରହିଥିବାରୁ ସିମେଣ୍ଟ ଗୁଡିକ କେନାଲରେ ପଡିରହିଥିଲା ଗାଡିର ଅଗ୍ରଭାଗ ରୋଡ ମୁହାଁଥିବା ଯୋଗୁଁ ଡ୍ରାଇଭରର କୌଣସି କ୍ଷୟକ୍ଷତି ହୋଇନି କିମ୍ବା କାହାରିକୁ ମଧ୍ୟ ଆଘାତ ହୋଇନି l ସେହି ରାସ୍ତାଟି ଉର୍ନତି କରଣ ହୋଇନଥିବା ଯୋଗୁଁ ଅନେକ ଛୋଟବଡ଼ ଦୃଘଟଣା ମାନ ବୃଦ୍ଧି ପାଉଛି ଲୋକ ପ୍ରଶ୍ନକରନ୍ତି ଏହି ରୋଡ ଟି ବ୍ରହ୍ମପୁର ଯାତାୟତ ସୁବିଧା ପାଇଁ କାହାକୁ କହିବା ଶୁଣିବ କିଏ ରାସ୍ତାଟି ଗତଦୁଇ ବର୍ଷ ହେବ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ କିନ୍ତୁ ଅସଜଡ଼ା ହୋଇ ବାରମ୍ବାର ଦୃଘଟଣା ହେଉଛି ସେଠାକାର ଜନପ୍ରତିନିଧି ନିରବ ରୋଡ଼ବିଭାଗ କୁ ଅବଗତ କଲେ ସେ ପୂର୍ତ୍ତବିଭାଗ ଆଡକୁ ନିର୍ଦେଶଦେଉଛନ୍ତି ପୂର୍ତ୍ତ ବିଭାଗ ରୋଡ଼ ବିଭାଗ କୁ ଦେଖାଉଛନ୍ତି ଦୁଇଜଣ ମଧ୍ୟରେ ଦୋଷଆରପ ମୁହାଁ ରେ ଏହାନେଇ ଅଞ୍ଚଳ ର ବିଡ଼ିଓ ମଧ୍ୟ ବିଭାଗକୁ ଚିଠା ଦେଇଥିବା ସୂଚନା ମିଳୁଛି କିନ୍ତୁ ବିଭାଗ ଉଭୟ ଉଭୟ ଆଡକୁ ଦେଖାଉଛନ୍ତି ନିର୍ମାଣ ଅବହେଳାରେ କଣ୍ଟ୍ରlଟର ରୋଡ଼ ବିଭାଗର ନିର୍ବାହୀ ଯନ୍ତ୍ରୀ ମନମଳିନରେ ରାସ୍ତା ଅତିକ୍ରମ ଲୋକ ମଝିରେ ଛନ୍ଦିହୋଇପଡୁଛନ୍ତି ଦେଖାଯାଉ କେବେ ନିର୍ମାଣ ହେବ ରାସ୍ତା ଦୃଘଟଣାରୁ ବର୍ତ୍ତୀବେ ଜନତା l

ADVERTISEMENT