ADVERTISEMENT

କ୍ଷମତାସମ୍ପନ୍ନ “ପ୍ରଯୁକ୍ତି ଗୋଷ୍ଠୀ” ଗଠନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

• ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତାଙ୍କ ଅଧ୍ୟକ୍ଷତାରେ ଗଢ଼ା ହେବ ୧୨ ଜଣିଆ ପ୍ରଯୁକ୍ତି ଗୋଷ୍ଠୀ• ପ୍ରଯୁକ୍ତି କ୍ଷେତ୍ରରେ ନୀତିଗତ ପରାମର୍ଶ ଏବଂ ଗବେଷଣା ଓ ବିକାଶରେ ହେବ ସହାୟକ

ଭାରତ ସରକାରଙ୍କ ଇଲେକଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନ ବିଆଇଏସଏଜିକୁ ବିଆଇଏସଏଜି (ଏନ) ଭାବେ ଉନ୍ନୀତ କରିବା...

ନୂଆଦିଲ୍ଲୀ,୧୯/୨(ଡିଏଚ) : ଭାରତ ସରକାରଙ୍କ ଇଲେକଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନ ଗୁଜରାଟର ଭାସ୍କରାଚାର୍ୟ୍ୟ ମହାକାଶ ଗବେଷଣା ଏବଂ ଭୂସୂଚନା ସଂସ୍ଥାନ (ବିଆଇଏସଏଜି)କୁ ଭାଷ୍କରାଚାର୍ୟ୍ୟ ଜାତୀୟ ମହାକାଶ ଗବେଷଣା...